ଗାଡ଼ି ଧକ୍କାରେ ୩ ବର୍ଷର ଶିଶୁ ମୃତ

ନୂଆପଡ଼ା : ଏକ ନଳକୂଅ ଖୋଳା ଗାଡ଼ି ଧକ୍କାରେ ଏକ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଘଟଣାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଗାଁରେ ଘଟିଛି। ମୃତ ଶିଶୁଟିର ନାଁ ପରେଶ ହିଆଲ। ନଳକୂଅ ଖୋଳା ଗାଡ଼ିଟି ଲାଞ୍ଜିରୁ ଉପରପିଟା ଗାଁ ଆଡ଼କୁ ଯାଉଥିବା ବେଳେ ଶିଶୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ … Continue reading ଗାଡ଼ି ଧକ୍କାରେ ୩ ବର୍ଷର ଶିଶୁ ମୃତ